ହକି ପାଇଁ ଦେଶବ୍ୟାପୀ ହୃଦ୍‌ସ୍ପନ୍ଦନ ଅଭିଯାନ

ଭୁବନେଶ୍ୱର: ‘ସକାଳେ ପର୍ଯ୍ୟଟନ, ସଂଧ୍ୟାରେ ହକି’ କିମ୍ବା ‘ସକାଳେ ସର୍ଫିଂ, ସଂଧ୍ୟାରେ ଆକ୍ସନ’ର ପରିକଳ୍ପନା ନେଇ ଆସିଛି ବିଶ୍ୱକପ୍‌ ହକି। ଓଡ଼ିଶା ହକି ବିଶ୍ୱକପ୍‌ ପାଖେଇ ଆସୁଛି। ୪ ମାସରୁ କମ୍‌ ସମୟ ରହିଛି। ଏହି ଖେଳକୁ ସମର୍ଥନ କରିବା ପାଇଁ ସବୁ ଭାରତୀୟଙ୍କ ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ। ଓଡ଼ିଶା ସରକାର ଏବେ ୩୬୦ ଡିଗ୍ରି ଅଭିଯାନ ଆରମ୍ଭ କରିସାରିଛନ୍ତି। ଲଣ୍ଡନ୍‌ରେ ଚାଲିଥିବା ମହିଳା ବିଶ୍ୱକପ୍‌ ବେଳେ … Continue reading ହକି ପାଇଁ ଦେଶବ୍ୟାପୀ ହୃଦ୍‌ସ୍ପନ୍ଦନ ଅଭିଯାନ